Mayurbhanj BJD

Mayurbhanj BJD

Share

Empowering to all ODISHA

Photos from Mayurbhanj BJD's post 18/05/2026

ବିଜୁ ଜନତା ଦଳର ମାନ୍ୟବର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଯଶିପୁର ନିର୍ବାଚନ ମଣ୍ଡଳୀର ରରୁଆଁ ବ୍ଲକ ବିଜୁ ଜନତା ତରଫରୁ ବିଜୁ ଜନତା ଦଳର ସାଙ୍ଗଠନିକ ଆଲୋଚନା ଅନୁଷ୍ଠିତ ହୋଇଯାଇଅଛି | ଯଶିପୁର ନିର୍ବାଚନ ମଣ୍ଡଳୀ ଷ୍ଟୋରୀୟ କନଷ୍ଟିଚୁଏନସି ଲିଡର ଭାବରେ ମୋ ତତ୍ତ୍ଵାବଧାନରେ , ରରୁଆଁ ବ୍ଲକର ସଭାପତି ମନ୍ମଥ କୁମାର ଗିରି ଙ୍କ ନେତୃତ୍ୟରେ ଓ ୧୨ ଗୋଟି ଗ୍ରାମପଞ୍ଚାୟତର ପଞ୍ଚାୟତ ବିଜେଡି ସଭାପତିଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତୃଣମୁଣ ସ୍ତୋରରୁ ବିଜୁ ଜନତା ଦଳକୁ ପୁର୍ନରଗଠନ ସହ ସଂଘଠନକୁ ଆହୁରି ମୋଜବୁତ କରିବା,ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଉଥିବା ଓ ଅଧିକାରରୁ ବଞ୍ଚିତ ହେଉଥିବା ଜନସାଧାରଣ ପାଇଁ ତୃଣମୁଣ ସ୍ତୋରରୁ ଅଧିକ ଦାୟିତ୍ୱବାନ ହେବା ସହ ତାଙ୍କ ପାଇଁ ଲଢେଇ ଜୋରଦାର କରିବା ପାଇଁ ସମସ୍ତ ଯୁବ, ଛାତ୍ର, ମହିଳା ଓ ଛାମୁଆ ସଂଘଠନର ନେତୃତ୍ୱଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା |

Jay Naveen 🙏
Jay BJD❤️

14/05/2026

ରାହୁଲ :- ଟାଙ୍କି ଫୁଲ୍ କରିଦିଅ...
ପେଟ୍ରୋଲ ପମ୍ପ ବାଲା :- ହେବନି...
ରାହୁଲ :- ଏମିତି କେମିତି ହେବନି ? କରିବାକୁ ପଡିବ!
ପେଟ୍ରୋଲ ପମ୍ପ ବାଲା :- ହେବ ନାହିଁ ଭାଇ, ବୁଝିବାକୁ ଚେଷ୍ଟା କର।
ରାହୁଲ :- ତୁମେ ସବୁ ମୋଦୀଙ୍କ ଗୁଲାମ, ଅନ୍ଧଭକ୍ତ… ମୋଦୀ ମୋର ତେଲ ବନ୍ଦ କରିଦେଇଛି, ମୋଦୀ ହିଁ ତୁମକୁ ଟାଙ୍କି ଫୁଲ୍ କରିବାକୁ ମନା କରିଥିବ। ମୋଦୀ ହାଏ ହାଏ!
ପେଟ୍ରୋଲ ପମ୍ପ ବାଲା :- ଆରେ ଚୁତିଆ, ଜଲଦି ପଳା ଏଠୁ। ଆଉଥରେ ଇଲେକ୍ଟ୍ରିକ୍ ସ୍କୁଟରରେ ପେଟ୍ରୋଲ ପକାଇବାକୁ ଆସିଲେ ସିଧା ପିଟିବି ଧରିକି...😀😜🤣😂

14/05/2026
14/05/2026

ନିର୍ଲଜ ଅନ୍ଧଭକ୍ତ ଖାଲି କମେଣ୍ଟ ପଢି ଚୁପ୍ ହୋଇ ବସି ଯାଅନି, ତୁମ ବାପା ମୋଦି ଆଉ ତୁମ ଭିଣୋଇ ମୁକୁ କୁ କୁହ ନବୀନ ପଟ୍ଟନାୟକ ୨୪ ବର୍ଷ ଭିତରେ ଶାସନ ଭିତରେ ଏଭଳି ଦିନ ଆମେ ଦେଖି ନଥିଲୁ।

20/04/2026

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା।🙏

ଏହି ପବିତ୍ର ଦିନ ଆମ ମାଟି, ପରମ୍ପରା ଓ ଚାଷୀ ସଂସ୍କୃତିର ଗୌରବକୁ ଅଧିକ ସୁଦୃଢ଼ କରେ। ଆପଣମାନଙ୍କର ପରିଶ୍ରମରେ ଓଡ଼ିଶାର ଧାନକ୍ଷେତ୍ର ସୁନାର ଫସଲରେ ଭରିଯାଉ ଓ ଘରେ ଘରେ ସୁଖ-ସମୃଦ୍ଧି ଆସୁ।

ମାଟି ମାଆଙ୍କ ଆଶୀର୍ବାଦ ସଦା ଆପଣଙ୍କ ସହିତ ରହୁ। 🙏

15/04/2026

୨୦୨୪ ନିର୍ବାଚନ ପରେ ସାଧାରଣ ଜନତାଙ୍କ ଜିବନ ବଦଳିଯିବ ଭାବିଥିଲେ ଲୋକେ, ହେଲେ ବିପରୀତ ହେଲା ସବୁ କିଛି l କେତେ ବେଳେ ରାଇରଙ୍ଗପୁର ରୁଣ୍ଟା ପାଇଁ ତୋ କେତେବେଳ ରାୟଗଡ଼ା କନ୍ଧମାଳ ସିଯିମାଳି କଥା l ନିର୍ବାଚନ ପରେ ସଧାରଣ ଲକ୍ ଶାନ୍ତିରେ ଶୋଇପାରିନାହାନ୍ତି କି ଖାଇ ପାରୁନାହାନ୍ତି। ସରକାର ସାଧାରଣ ଲୋକଙ୍କ ପାଇଁ ସୁବିଧା ବଦଳରେ ଅସୁବିଧା କରୁଛି l
ଧିକ ତୁମ ବିଜେପି ସରକାର୍ l ଧିକ୍ ତୁମ ରାଜନୀତିଆ
Chakradhar Hembram Sudam Marndi Jashipur Times

20/02/2026

ଗତକାଲି ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବୁଢ଼ୀଖମାରୀ ଗ୍ରାମପଞ୍ଚାୟତ ସ୍ଥିତ ଜଳଢିଆ ଗ୍ରାମର ୨୨୭ ତମ #ସାରଜମ_ବୁରୁ_ପାତା_ମେଳା ରେ ମୁଖ୍ୟ ଅତିଥିଭାବେ ଯୋଗଦେବା ଅବସରରେ।
Sudam Marndi Chakradhar Hembram Naveen Patnaik

14/02/2026

Tribals Leader Mr.Sudam Marndi
Sudam Marndi Mayurbhanj BJD Chakradhar Hembram Naveen Patnaik

Website

Address


Bhubaneswar
751003

Alerts

Be the first to know and let us send you an email when Mayurbhanj BJD posts news and promotions. Your email address will not be used for any other purpose, and you can unsubscribe at any time.

Subscribe

We will notify you when anything happens in Bhubaneswar.